Tuesday 21 July 2020

Odia song - Kotiye Tararu Mile Gotiye Jahna - Lyrics

ପୁ: ଫୁଲଟିଏ ଥିଲା,
କେଉଁ ଲତାରେ ଫୁଟି
ଲାଜେ ଗଲା ଲୁଚି ସେ ତ,
ତାରାକୁ ଦେଖି
ତାରା ଗଲା ଲୁଚି ସେ ତ,
ଜହ୍ନକୁ ଦେଖି
ଜହ୍ନ ଗଲା ଲୁଚି ସେ ମୋ
ପ୍ରିୟାକୁ ଦେଖି
---------------------------------
ପୁ: କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ,
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
କୋଟିଏ ହୃଦରୁ ମିଳେ...

ସ୍ତ୍ରୀ: କ'ଣ ମିଳେ?

ପୁ: ଗୋଟିଏ ମନ... ଓ ଓ ଓ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
ମନ ସେ ତ ହୀରା ନୀଳା ଖଣିର ସମ,
ଏମିତି ମନଟି ଯାର...

ସ୍ତ୍ରୀ: କାହାର ସେ ମନ?

ପୁ: ସେ ମୋ ପ୍ରିୟାର ମନ... ଓ ଓ ଓ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
--------------------------------------
ପୁ: ଆଖି ଖୋଜେ ରୂପ ପୁଣି,
ଓଠ ଖୋଜେ ମଧୁ
ନିଦ ଖୋଜେ ସପନକୁ
ମନ ଖୋଜେ ବଧୂ
ଆଖି ଖୋଜେ ରୂପ ପୁଣି,
ଓଠ ଖୋଜେ ମଧୁ
ନିଦ ଖୋଜେ ସପନକୁ
ମନ ଖୋଜେ ବଧୂ ... ଓ ଓ ଓ

ମନ ଚୋରିଗଲେ ବିତେ ଦୁଃଖରେ ଦିନ
ମନ ଚୋରିଗଲେ ବିତେ ଦୁଃଖରେ ଦିନ
ମନ ଯା'ର ଚୋରି ହୁଏ

ସ୍ତ୍ରୀ: ସେ ତ ସର୍ବହରା

ପୁ: ଉଁ ହୁଁ ... ସେ ଧନବାନ ... ଓ ଓ ଓ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ,
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
କୋଟିଏ ହୃଦରୁ ମିଳେ...
....
ଗୋଟିଏ ମନ ... ଓ ଓ ଓ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ













Saturday 18 July 2020

Gada / Gad / Garh - Forts in Odisha

Hi Friends,

Gada / Gad / Garh means Durg/Durga or Fort in Odia.
Noting down few names where Forts used to exist in ancient times.

1- Sishupalagada ଶିଶୁପାଳଗଡ଼ - Bhubaneswar, Khordha ଖୋର୍ଦ୍ଧା
2- Khordhagada ଖୋର୍ଦ୍ଧାଗଡ଼ - Khordha ଖୋର୍ଦ୍ଧା
3- Asurgada ଅସୁରଗଡ଼ - Kalahandi କଳାହାଣ୍ଡି
4- Patnagarh ପାଟଣାଗଡ଼ - Balangir ବଲାଙ୍ଗୀର
5- Sundargarh ସୁନ୍ଦରଗଡ଼
6- Deogada ଦେଓଗଡ଼
7- Podagada ପୋଡ଼ାଗଡ଼ - Koraput କୋରାପୁଟ
8- Keonjhargada କେଉଁଝରଗଡ଼ - Kendujhar କେନ୍ଦୁଝର
9- Aragada ଅରାଗଡ଼ near Delang - Puri ପୁରୀ
10- Chudangagada ଚୁଡ଼ଙ୍ଗଗଡ଼ near Baranga - Katak କଟକ
11- GadaManitri ଗଡ଼ମାଣିତ୍ରି - Khordha ଖୋର୍ଦ୍ଧା
12- GadaPalasuni ଗଡ଼ପଳାଶୁଣୀ - Dhenkanal ଢେଙ୍କାନାଳ
13- Rayagada ରାୟଗଡ଼
14- Nayagada ନୟାଗଡ଼
15- Dharmagada ଧର୍ମଗଡ଼ - Kalahandi କଳାହାଣ୍ଡି
16- Lanjigada ଲାଞ୍ଜିଗଡ଼ - Kalahandi କଳାହାଣ୍ଡି
17- Kujangagada - Jajapur ଯାଜପୁର
18- Kotagada କୋଟଗଡ଼ - Kandhamal କନ୍ଧମାଳ
19- Nuagada ନୂଆଗଡ଼ - Gajapati ଗଜପତି
20- Baneigada ବଣେଇଗଡ଼ - Sundargada ସୁନ୍ଦରଗଡ଼
21- Bolagada ବୋଲଗଡ଼ - Khordha ଖୋର୍ଦ୍ଧା
22- Kaintragada କଇଁତ୍ରାଗଡ଼ - Athamallik ଆଠମଲ୍ଲିକ
23- Boudhagada ବୌଦ୍ଧଗଡ଼ - Boudh ବୌଦ
24- Jaugada ଜଉଗଡ଼- Ganjam ଗଞ୍ଜାମ
25- Madhupurgada ମଧୁପୁରଗଡ଼ - Jajapur ଯାଜପୁର
26- Bargarh ବରଗଡ଼ 
27- Badagada - Bhubaneswar, Khordha ଖୋର୍ଦ୍ଧା
28- Sheragada ଶେରଗଡ଼ - 
29- Titlagarh ଟିଟଲାଗଡ଼ - Balangir ବଲାଙ୍ଗୀର
30- Junagada ଜୁନାଗଡ଼ - Kalahandi କଳାହାଣ୍ଡି
31- Athagada ଆଠଗଡ଼
32- Khandapadagada ଖଣ୍ଡପଡ଼ାଗଡ଼
33- Tikitigada ଚିକିଟିଗଡ଼ - Ganjam ଗଞ୍ଜାମ 
34- Ambagada ଆମ୍ବଗଡ -  Ganjam ଗଞ୍ଜାମ
35- Jeyporegarh ଜୟପୁରଗଡ଼ - Koraput କୋରାପୁଟ
36- Potagada ପୋତାଗଡ଼ on the mouth of Rushikulya
.
.
.
.
.


Cheers,
Ashish