Thursday 4 April 2024

Tu mile dile khile - Telugu Odia Hindi

 ତେଲୁସା ମନସା ଇଦି ଏ ନାଟି ଅନୁବନ୍ଧମୋ  

ତେଲୁସା ମନସା ଇଦି ଏ ଜନ୍ମ ସମ୍ବନ୍ଧମୋ

ତରିମିନ ଆରୁ କାଲାଲୁ ଏଡୁ ଲୋକାଲୁ ଚେଦଲେନି ଵଡ଼ିଲୁ

ଵିରହପୁ ଜାଡ଼ଲେନାଡୁ ୱେଡ଼ିକନେସି  ଚୁଡ଼ଲେନି ଜତଲୋ 

ଶତ ଜନ୍ମଲ ବନ୍ଧଲ ବଙ୍ଗାରୁ କ୍ଷଣମିଦି 

ତେଲୁସା ମନସା ଇଦି ଏ ନାଟି ଅନୁବନ୍ଧମୋ  

ତେଲୁସା ମନସା ଇଦି ଏ ଜନ୍ମ ସମ୍ବନ୍ଧମୋ


ଆକାଶେ ଏ ଏ ଏ ଏ ଏ ଚାନ୍ଦ ଉଇଁଛି ଦେଖିବା ପାଇଁ ତତେ 

ଦର୍ପଣ ବି ହୋ ଓ ଓ ଓ ଓ ଚାନ୍ଦ ଭଳି ପାଗଳ 

ତୋ ପାଇଁ କେତେ 

ତୋ ଭଳି କେହି ନାହିଁ 

ତୋ ଓ ଓ ଭଳି କେହି ନାହିଁ 

ସବୁ ଫୁଲର ରଙ୍ଗ ତ ପାଖେ ତୋର ରଙ୍ଗବତୀ 

ପ୍ରିୟାଲୋ ତୋ ବିନା ଲାଗେନାହିଁ ଯେ ମନ ମୋର