Wednesday 27 January 2021

Odia Song - Marichika

ଦେଖାଯାଉଛି ସେ ଏଇ ଆଗେ,

ସପନ କାହିଁ ସତ ଭଳି ଲାଗେ 


ମୁଁ ...

ବୁଝାଏ ମନକୁ ମୋର 

କାହିଁ ଯାଉ ଏତେ ଦୂର 

ସେଠି ଖାଲି ମରୀଚିକା 

ମିଳିବନି ତାଙ୍କ ଦେଖା 


କିନ୍ତୁ ...

ମନ ଜମା ମାନେ ନାହିଁ 

ଖୋଜି ଯାଏ କାହିଁ ପାଇଁ 


ଫେରି ଆସି କହେ ପାଇଗଲି 

ଯାହା ଦେଖା ଯାଉଥିଲା ଝିଲିମିଲି ...

-----------------------------------------

ଗୀତଟି ୟୁଟୁବରେ ଶୁଣନ୍ତୁ 

https://www.youtube.com/watch?v=vG_FtgbVVuE


No comments:

Post a Comment